Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sarat Jal

Inspirational

2  

Sarat Jal

Inspirational

ଦୀପ

ଦୀପ

1 min
7.1K


ଅନ୍ଧକାର ନାଶେ ଆଲୋକ ପ୍ରକାଶେ

ଆପଣାକୁ ଆପେ ଜାଳି

ଜଳିଜଳି ଶେଷେ ଲିଭିଗଲେ ଦୀପ

ମନେ ତା ନଥାଏ ଅଳି ॥

କ୍ଷୁଦ୍ର ହେଲେ ମଧ୍ୟ ଦୀପଶିଖା ତୋର

ସତ୍ ମାର୍ଗ ଦେଖାଏ ମତେ

ଜ୍ଞାନର ଆଲୋକ ଦେବୁକି ପରଶି

ଏଇ ମୋର ହୃଦଗତେ ॥


Rate this content
Log in