Audio

Forum

Read

Contests

Language


Write

Sign in
Wohoo!,
Dear user,
କୁହ ଟିକେ
କୁହ ଟିକେ
★★★★★

© Srinibas Mahalik

Comedy Abstract Others

1 Minutes   6.6K    6


Content Ranking

 ବର୍ଷାଦିନ ହେଲେ ବଜ୍ରପାତ ଭୟ

  ଖରାଦିନେ ଅଶୁଂଘାତ

 ଶୀତଦିନ ହେଲେ କାହା ଭୟ ଥାଏ

  କହିବେକି ଟିକେ ସତ ।୧I

 ଖରାଦିନ ହେଲେ ଲେମ୍ବୁ ସରବତ

  ଶୀତଦିନ ହେଲେ ଚାହା

 ବର୍ଷାଦିନ ହେଲେ କଅଣ ପିଉଛେ

  କୁହ ଜାଣିଅଛ ଯାହା ।୨I

 ଶୀତଦିନ ହେଲେ ସିଉଟର ପିନ୍ଧୁ

  ବର୍ଷାଦିନେ ରେନିକୋଟ

 ଖରାଦିନ ହେଲେ କଅଣ ପିନ୍ଧୁଛେ

  କୁହ ଟିକେ ଚଟାପଟ ।୩I

 ଖରାଦିନ ହେଲେ ନିଆଁ ବରଷଇ

  ବର୍ଷାଦିନ ହେଲେ ପାଣି

 ଶୀତଦିନ ହେଲେ କଅଣ ବରଷେ

  କୁହ ଯାହାଅଛ ଜାଣି ।୪I

ଖରଦିନ କୁହଟିକେ ବର୍ଷା

Rate the content


Originality
Flow
Language
Cover design

Comments

Post


Some text some message..