Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Comedy Abstract Others

2  

Srinibas Mahalik

Comedy Abstract Others

କୁହ ଟିକେ

କୁହ ଟିକେ

1 min
6.6K


 ବର୍ଷାଦିନ ହେଲେ ବଜ୍ରପାତ ଭୟ

  ଖରାଦିନେ ଅଶୁଂଘାତ

 ଶୀତଦିନ ହେଲେ କାହା ଭୟ ଥାଏ

  କହିବେକି ଟିକେ ସତ ।୧I

 ଖରାଦିନ ହେଲେ ଲେମ୍ବୁ ସରବତ

  ଶୀତଦିନ ହେଲେ ଚାହା

 ବର୍ଷାଦିନ ହେଲେ କଅଣ ପିଉଛେ

  କୁହ ଜାଣିଅଛ ଯାହା ।୨I

 ଶୀତଦିନ ହେଲେ ସିଉଟର ପିନ୍ଧୁ

  ବର୍ଷାଦିନେ ରେନିକୋଟ

 ଖରାଦିନ ହେଲେ କଅଣ ପିନ୍ଧୁଛେ

  କୁହ ଟିକେ ଚଟାପଟ ।୩I

 ଖରାଦିନ ହେଲେ ନିଆଁ ବରଷଇ

  ବର୍ଷାଦିନ ହେଲେ ପାଣି

 ଶୀତଦିନ ହେଲେ କଅଣ ବରଷେ

  କୁହ ଯାହାଅଛ ଜାଣି ।୪I


Rate this content
Log in

Similar oriya poem from Comedy