ଫଟା କରମ୍
ଫଟା କରମ୍
ବେଲ୍ ଉଦ୍ତି ବୁଡ୍ତି କେ
ଡାକୁଥିନି ଧରମ୍ କେ
ପୋ ଗୁଟେ ଦେ ଝି ଗୁଡେ ଦେ
ମୋର୍ କରମ୍ କେ ।
ପୋ ଗୁଟେ ପାଏନି
ଝି ଗୁଟେ ବି ପାଏନି
ଭାତ୍ ଲିତା ଖୁଆଇ
କେତେ ଚୁମା ଲାଡ୍ କନି ।
ସହର୍ କେ ପାଠ୍ ପଡିଜିବାକେ
ପୋ ହେଇଥିଲା ତନାବନା
ପୋ ପଢୁ ବଲି ଦି ଅଖର୍
ବିକି ଦେନି ସୁନାଗହନା ।
ଝି କେ ହେଲା ଅଠ୍ର ବଛର୍
ହାତ୍ କେ ଦି ହାତ୍ କର୍ମିବଲି
ସଅଁକାର୍ କେ ବିକିଦେନି
କୁଡେ ପୁଟିଆ ବାହାଲ୍ ଡୁଲି ।
ପୋ ପଢ୍ଲା ଏମେ ବିଏ
ହେଲା ବଡ୍ ଆଫିସର୍
ସହରରେ ହେଲା ବିହାବର୍ତନ୍
ପାସ୍ରି ଗଲା ଇ ବାପର୍ ଖବର୍ ।
ବଏଷ୍ ହେଲା ମୋର୍ ଅସୀ
ଗୋଡ୍ ହାତ୍ ଯାଉଛେ ବସି
ଘରେ ନାଇଁ ନା ଟଁକା ପଏସା
ନାଇଁନ ମୁଠେ ଆରନ୍ ବାସି ।
ଆଖିର ପାନି ଆଖି ପିଉଛେ
ଧରମ୍ ଦେବ୍ତା ସବୁ ଦେଖୁଛୁ
କେଁଟା କହେମି ତକେ ମହାପୁରୁ
ଫଟା କରମ୍ କେ ଇଟା ଦେଇଛୁ ।
ଡିସମ୍ବର ମେହେର
ଗଣ୍ଡାବାହାଲି ନୂଆପଡା