Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଜଣା ସହରରେ
ଅଜଣା ସହରରେ
★★★★★

© Pramila Sahoo

Others

1 Minutes   7.1K    5


Content Ranking

ଅଜଣା ସହରରେ

ଅପରିଚିତ ସ୍ଥାନରେ

ଅପରାହ୍ନ ସମୟରେ

ମୁଁ ଏକ ଦିଗହରା ପଥିକ

ଘୁରି ବୁଲୁଥାଇ

ଟିକିଏ ସ୍ନେହ ପ୍ରେମ ପାଇଁ

ଯେଉଁଠି ମିଳିଯାଏ

ରହି ଯାଏ କିଛି ସମୟ

ଏ ସାରା ପରିବେଶ

ଆଉ ବଣ ଜଙ୍ଗଲ

ମୋର ପରା ମିତ........

ପ୍ରମିଳା ସାହୁ

ଅଜଣା ମୁଁ ଜଙ୍ଗଲ

Rate the content


Originality
Flow
Language
Cover design

Comments

Post

Some text some message..