Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Sahoo

Others

2  

Pramila Sahoo

Others

ଅଜଣା ସହରରେ

ଅଜଣା ସହରରେ

1 min
7.1K


ଅଜଣା ସହରରେ

ଅପରିଚିତ ସ୍ଥାନରେ

ଅପରାହ୍ନ ସମୟରେ

ମୁଁ ଏକ ଦିଗହରା ପଥିକ

ଘୁରି ବୁଲୁଥାଇ

ଟିକିଏ ସ୍ନେହ ପ୍ରେମ ପାଇଁ

ଯେଉଁଠି ମିଳିଯାଏ

ରହି ଯାଏ କିଛି ସମୟ

ଏ ସାରା ପରିବେଶ

ଆଉ ବଣ ଜଙ୍ଗଲ

ମୋର ପରା ମିତ........

ପ୍ରମିଳା ସାହୁ


Rate this content
Log in