Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Others

2  

Lalatendu Kabi

Others

ମୂର୍ଖ ବିଚାର

ମୂର୍ଖ ବିଚାର

1 min
1.3K


ଓଡିଆରେ ଯିଏ ନାମଫଳକ ନଲଗେଇବ

ତାକୁ ଆଜୀବନ କାରାଦଣ୍ତ ଓ ଓଡିଆରେ

ଯେ ବନାନ ସନ୍ଧି ସମାସ ବ୍ୟାକରଣ ଭୁଲ

କରିବ ତାକୁ ମୄତ୍ୟୁଦଣ୍ଡରେ ତତ୍କାଳ ଫାଶି

ଦେବାକୁ ଆଇନ ପ୍ରଣୟନ ହେଉ ।

ଦଣ୍ଡ ବଳରେ ଶାସନ ବଳିଷ୍ଠ ହେଉ ।

ଯିଏ ଟ୍ରାଫିକ ନିୟମ ଅନୁଯାୟୀ ହେଲମେଟ

ନ ପିନ୍ଧିବ ତାକୁ ଆଜୀବନ କାରାବାସ

ଓ ଯିଏ ବାମ ପଟୁ ଓଭରଟେକ କରିବ

ତାକୁ ତୁରନ୍ତ ମୄତ୍ୟଦଣ୍ତ ଦେବାକୁ

ଯୋରସୋର ଦାବୀ


Rate this content
Log in