ପ୍ରିୟାପାଇଁ
ପ୍ରିୟାପାଇଁ
1 min
329
ଯାଅ ନାହିଁ ଋଷି ଆଲୋ ପ୍ରିୟ ସଖି
ପାହିପାହି ଯାଏ ରାତି
ଅଳପ ହସରେ ନରମ ହାତରେ
ଢାଳି ଦିଅ ତୁମ ପ୍ରୀତି .....
ତୁମରି ରୂପର ହାଟରେ ମୁଁ ଆଜି
ଦେବି ତୁମ ପ୍ରେମ ମୂଲ
ତୁମରି ଦେହର କୁଆଁରୀ ମନରେ
ଢାଳିବି କାମନା ଝୁଲ.....
ଆସ ଶୁଣିଯାଅ ପ୍ରିୟତମା ମୋର
ମନକୁ ମୋହିବି ତୁମ
ବିରହ ବେଦନା ସହି ହେଉନାହିଁ
ଭାଙ୍ଗିଦିଅ ସେ ଗୁମାନ ......✉
✍ସନ୍ତୋଷ ପଟ୍ଟନାୟକ ,ବେଗୁନିଆପଡା ବ୍ଳକ୍ ,ତିରିଡା /ଗଞ୍ଜାମ ।