Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

2  

Debabrata Jena

Others

କଲମ

କଲମ

1 min
6.7K


ଅସ୍ତ୍ର ନୁହଁଇ ତା' ଶରୀର କ୍ଷୀଣ

ତରଳାଏ ସିଏ ହୃଦ ଯା ଟାଣ

ପ୍ରଭାବିତ ହୋନ୍ତି ଜନ ସମୂହ

ମସ୍ତକରୁ ତା'ର ଝରଇ ଲୁହ ।।

ଲକ୍ଷେ ହୃଦୟରେ ଫୁଟାଏ ହସ

ବେଦରଜୀ ସବୁ ତା' ଆଗେ ବଶ

ସଂଗ୍ରାମର ବହ୍ନି ଇଂଗିତେ ତା'ର

ଝାସ ଦେଲେ ପଢି ତାହା ଅକ୍ଷର ।।

ସମୟ ବିତିଛି ସେ ଅଛି ସାଥେ

ସୁଖ ଦୁଃଖରେ ସେ ସଦା ନିକଟେ

ମନର ଭାଷାକୁ ଦିଏ ବଖାଣି

କେହି ନୁହେଁ ସିଏ ଅଟେ ଲେଖନୀ ।।


Rate this content
Log in