ମିଛ ବନ୍ଧନ
ମିଛ ବନ୍ଧନ
1 min
1.5K
ଅଳସ ମହ ମହ
ଜୀବନ୍ତ ଜୀବନରୁ
ଝରିଯିବ ଭଲ ପାଇବାର
ମିଛ ପ୍ରେମ,
ସରିଯିବ ଯେତେ ସବୁ ସ୍ୱପ୍ନ
ହଜିଯିବ ମରୀଚିକାର ମିଛ ବନ୍ଧନ ।