Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Others

2  

Dr Jharana Satapathy

Others

ପ୍ରାକୃତିକ ବିପର୍ଯ୍ୟୟ

ପ୍ରାକୃତିକ ବିପର୍ଯ୍ୟୟ

1 min
293



ପ୍ରାକୃତିକ ବିପର୍ଯ୍ୟୟ ଅଟଇ

ପ୍ରକୃତିର ସେତ ବହୁରୂପ

ନିମିଷକେ ମଧ୍ୟ କରେ ଛାରକାର

ଦେଖାଏ ବଡ ପ୍ରକୋପ ।


କଳୁଷିତ କରେ ସାରା ପରିବେଶ

ଧରି ହଳାହଳ ବିଶ

କେତେ ଧନ ଜୀବନ ଘର

ଭାଙ୍ଗିକରିଦିଏ ତାକୁ ଧ୍ବଂସ ।


ଛାତିରେ ପଶାଏ ସେ ଛନକା

ଭୋଗିବାକୁ ପଡେ ଅନେକ ଦୁର୍ଦଶା

ତାଣ୍ଡବ ରଚାଇ ଉଜାଡିଦିଏ ସଂସାର

ନାକେଦମ କରିବା ତାର ବିଚାର ।


ଅଘଟଣ ସବୁ ଘଟାଇ ଦେଇ ଦାଉ ସାଧେ

ଜାଣିଶୁଣି ତରୁ ଲତା ଗିରି ବଣ ସବୁ ବିନାଶେ

ପ୍ରକୃତିକୁ କିଏ ଜୟ କରିନାହିଁ କରିବ ନାହିଁ

ପୃଥିବୀ ଉପରେ ବାସ କରିଛେ ସେତ ଭୋଗିବା ପାଇଁ ।


ଧନ ଜନ ସଂପଦ କିଛି ନୁହେଁ ପୁଣି

ପ୍ରକୃତିର କରାଳ ଆଗେ

ରଚୁଛି ତାଣ୍ଡବ କରାଳ ରୂପରେ

ପ୍ରକୃତିର ବିଧାନ କୋପେ ।



Rate this content
Log in