Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others Romance

3  

Prasanta kumar Hota

Others Romance

କଳ୍ପନାରେ -୨୮

କଳ୍ପନାରେ -୨୮

1 min
6.6K


କେତେ ଭାବନାରେ ତୋତେ ଭାବୁଥିଲି

ଧରା ଟିକେ ଦେଲୁ ନାହିଁ

ବୃଥା ଭାବନାରେ ବେଳ ବୁଡିଗଲା

ଆଉ ବା ଭାବିବି କାହିଁ।

ଆସିବୁ ଆସିବୁ ବୋଲି କହୁଥିଲୁ

କେତେ ରହିଥିଲି ଚାହିଁ

ଜୀବନରେ ପ୍ରୀତି ହଜାଇଲା ଶାନ୍ତି

ଆନନ୍ଦ ମିଳିଲା ନାହିଁ ।

ସପନରେ ସିନା ମହକେ ଫଗୁଣ

ବାସ୍ତବଟା ଶିରାବଣ

କେହି ଦେଖେ ନାହିଁ କାହା ଆଖି ଲୁହ

ବୃଥା ଭାଳୁଥାଏ ପ୍ରାଣ ।

ପ୍ରଶାନ୍ତ କୁମାର ହୋତା


Rate this content
Log in