Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

2  

Hrushikesh Satpathy

Others

ଦୁଃଖର ପ୍ରତୀକ

ଦୁଃଖର ପ୍ରତୀକ

1 min
7.1K


ଜହ୍ନ ଆସେ

ଲୁଚକାଳି ଖେଳି ଚାଲିଯାଏ।

ତୁମେ କିନ୍ତୁ ସେଇ ଜହ୍ନ

ଅମାବାସ୍ୟାରେ ବି ହସୁଥାଅ।

ସ୍ମୃତି ଆସେ,

ଆସି ଚାଲିଯାଏ।

ତୁମେ କିନ୍ତୁ ସେଇ ସ୍ମୃତି

ହୃଦୟରେ ଗାର ଟାଣିଯାଅ।

ସୁଖ ଆସେ

ଝଲକରେ ଚାଲିଯାଏ।

ତୁମେ ମୋର ସେଇ ସୁଖ

ଆଜୀବନ ସାଥି ହୋଇ ରୁହ।

ଦୁଃଖ ଆସେ,

ଆସି ଚାଲିଯାଏ।

ତୁମେ କିନ୍ତୁ ଦୁଃଖ ନୁହଁ।

ଦୁଃଖର ପ୍ରତୀକ

ନିଜ ଦୁଃଖ ନିଜେ ପିଇଯାଅ।


Rate this content
Log in