ଦୁଃଖର ସାଥେ ଏଣିକି ମୋର
ଦୁଃଖର ସାଥେ ଏଣିକି ମୋର
ଦୁଃଖର ସାଥେ ଏଣିକି ମୋର
ଆଳାପ ହୋଇଗଲା
କହିବି ନାହିଁ ଏଣିକି ମନ
ଖରାପ ହୋଇଗଲା
ବେଦନା ଆଜି ବିଳାସ ମୋର
ଲୁହ ମୋ ସୁଖ କଥା
ଦୁନିଆ ପାଇଁ ଲେଖିବା ମୋର
ବିଳାପ ହୋଇଗଲା।
ଦୁଃଖର ସାଥେ ଏଣିକି ମୋର
ଆଳାପ ହୋଇଗଲା
କହିବି ନାହିଁ ଏଣିକି ମନ
ଖରାପ ହୋଇଗଲା
ବେଦନା ଆଜି ବିଳାସ ମୋର
ଲୁହ ମୋ ସୁଖ କଥା
ଦୁନିଆ ପାଇଁ ଲେଖିବା ମୋର
ବିଳାପ ହୋଇଗଲା।