Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Padmalaya Mishra

Others

3  

Padmalaya Mishra

Others

ଚାଳିଶି ସୈନିକ ଆମ ଶହୀଦ ହେଲେ

ଚାଳିଶି ସୈନିକ ଆମ ଶହୀଦ ହେଲେ

1 min
199


ଚାଳିଶି ସୈନିକ ଆମ ଶହୀଦ ହେଲେ

କାନ୍ଦିଲା ଭାରତ ମାତା

ସମ୍ମୁଖେ ନଲଢ଼ି ପଛୁ ମାରିଲ ଛୁରୀ

ଘୁରିଗଲା ଆମ ମଥା ।

ଏବେ ପଶିଲୁ ଚାଳିଶି କିଲୋମିଟର

ଦେଖିଲ ଆମ ସାହସ

ଭଲ ଗତି ଅଛି ଯଦି ସୁଧୁରିଯାଅ

ନଚେତ ହେବ ବିନାଶ ।

ଲୁହ ଝରିନାହିଁ ଆମ ଆଖିରୁ ସେ ତ

ଲହୁର ଶ୍ରାବଣ ଧାରା

ମୂଳପୋଛ କରି ଲହୁରେ ସ୍ନାନ କରି

ଉସ୍ଵାସ କରିବୁ ଧରା ।।

..... ।।।।। ଜୟ ଭାରତ ।।।।। ....

.............ପଦ୍ମାଳୟା


Rate this content
Log in