Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Mitra

Inspirational

2  

Arun Kumar Mitra

Inspirational

ନେତାଜୀ ପ୍ରଣାମ

ନେତାଜୀ ପ୍ରଣାମ

1 min
6.6K


ନେତାଜୀ ପ୍ରଣାମ

ବିଦ୍ରୋହୀ ବୀର ଆସ ଫେରି

ପୁଣି ଲୋଡା ତୁମ ରଣତରୀ

ପ୍ରତିବେଶୀ ଦୁଇ ଶୟତାନ ଆଜି

ତୁମ ଗରଜନେ ଯିବେ ଥରି ।

ମନେ ପଡେ ତୁମ ରଣହୁଙ୍କାରେ

ସେଇ ଫିରିଙ୍ଗି ଦଳ

ନିଦହୀନ ରାତି ବିତୁଥିଲା ତାଙ୍କ

ଭୁଲିଣ ଅନ୍ନ ଜଳ ।

ଆଜି ଯଦି ତୁମେ ଆସ ଫେରି ବୀର

ଶତ୍ରୁ ଗଣିବେ ପ୍ରମାଦ

ଆସ ଆସ ଫେରି ବିଦ୍ରୋହୀ ବୀର

ଅପେକ୍ଷାରେ ମାତା, ଭାରତ

------ଜୟ ହିନ୍ଦ୍


Rate this content
Log in

Similar oriya poem from Inspirational