Audio

Forum

Read

Contests

Language


Write

Sign in
Wohoo!,
Dear user,
ନେତାଜୀ ପ୍ରଣାମ
ନେତାଜୀ ପ୍ରଣାମ
★★★★★

© Arun Kumar Mitra

Inspirational

1 Minutes   6.5K    7


Content Ranking

ନେତାଜୀ ପ୍ରଣାମ

ବିଦ୍ରୋହୀ ବୀର ଆସ ଫେରି

ପୁଣି ଲୋଡା ତୁମ ରଣତରୀ

ପ୍ରତିବେଶୀ ଦୁଇ ଶୟତାନ ଆଜି

ତୁମ ଗରଜନେ ଯିବେ ଥରି ।

ମନେ ପଡେ ତୁମ ରଣହୁଙ୍କାରେ

ସେଇ ଫିରିଙ୍ଗି ଦଳ

ନିଦହୀନ ରାତି ବିତୁଥିଲା ତାଙ୍କ

ଭୁଲିଣ ଅନ୍ନ ଜଳ ।

ଆଜି ଯଦି ତୁମେ ଆସ ଫେରି ବୀର

ଶତ୍ରୁ ଗଣିବେ ପ୍ରମାଦ

ଆସ ଆସ ଫେରି ବିଦ୍ରୋହୀ ବୀର

ଅପେକ୍ଷାରେ ମାତା, ଭାରତ

------ଜୟ ହିନ୍ଦ୍

ନେତାଜୀ ପ୍ରଣାମ ନିଦ ଶତ୍ରୁ

Rate the content


Originality
Flow
Language
Cover design

Comments

Post


Some text some message..