Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

2  

Hrushikesh Satpathy

Others

ଈର୍ଷା

ଈର୍ଷା

1 min
7.0K


ଈର୍ଷା ମଣିଷକୁ ଅନ୍ଧ କରିଥାଏ

ପ୍ରେମ ପାଶେ ଥାଏ ଦିବ୍ୟ ଦର୍ଶନ।

ପରଶ୍ରୀକାତର, ସେ କାହୁଁ ବୁଝିବ

ପ୍ରେମର ପବିତ୍ର ବନ୍ଧନ ।

ପ୍ରେମ ନୁହେଁ ଦୁଇ ଦେହର ବ୍ୟାପାର

ଆତ୍ମାର ମଧୁର ମିଳନ।

ବିପୁଳ ସମ୍ମାନ ଅଧିକାରୀ ପ୍ରେମ

ନିଶ୍ଵାର୍ଥ ହୃଦର ସ୍ପନ୍ଦନ।


Rate this content
Log in