Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରହେଳିକା
ପ୍ରହେଳିକା
★★★★★

© Trilochan Sahoo

Inspirational

1 Minutes   1.3K    7


Content Ranking

ହଁ .. ହଁ .. ମୁଁ

ଶାନ୍ତିକୁ ଖୋଜୁଛି

କିନ୍ତୁ ଦୁଃଖ ଏତିକି ,

ଏ ଜଗତର ଚାରିସହ କୋଟି

ଲୋକ ଭିତରେ, ମୋତେ

ବେଳେ ବେଳେ ଏକୁଟିଆ ଲାଗେ ।

କାରଣ ଅନେକ ଥର ଖୋଜିଛି

ପାଇନି , ଏକୁତାକୁ ପଚାରିଛି

ଉତ୍ତରରେ ଆସେ ସେଇ

ଗୋଟେ କଥା ।

ଏକା ପରା ଆସିଛୁ

ଆଉ ଯିବୁବି ଏକୁଟିଆ ।

ବନ୍ଧୁ ପରିଜନ ଆସିଲେ କଉଠୁ ।

ସବୁ ଖାଲି ପ୍ରହେଳିକା ।

ବୁଝିନୁ ଯଦି ଏବେ ବୁଝିଯା

ଜୀବନଟା ଗୋଟେ ଖାଲି

ପ୍ରହେଳିକା ।

ମୁଁ ଶାନ୍ତି ପ୍ରହେଳିକା

Rate the content


Originality
Flow
Language
Cover design

Comments

Post


Some text some message..