Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trilochan Sahoo

Inspirational

2  

Trilochan Sahoo

Inspirational

ପ୍ରହେଳିକା

ପ୍ରହେଳିକା

1 min
1.3K


ହଁ .. ହଁ .. ମୁଁ

ଶାନ୍ତିକୁ ଖୋଜୁଛି

କିନ୍ତୁ ଦୁଃଖ ଏତିକି ,

ଏ ଜଗତର ଚାରିସହ କୋଟି

ଲୋକ ଭିତରେ, ମୋତେ

ବେଳେ ବେଳେ ଏକୁଟିଆ ଲାଗେ ।

କାରଣ ଅନେକ ଥର ଖୋଜିଛି

ପାଇନି , ଏକୁତାକୁ ପଚାରିଛି

ଉତ୍ତରରେ ଆସେ ସେଇ

ଗୋଟେ କଥା ।

ଏକା ପରା ଆସିଛୁ

ଆଉ ଯିବୁବି ଏକୁଟିଆ ।

ବନ୍ଧୁ ପରିଜନ ଆସିଲେ କଉଠୁ ।

ସବୁ ଖାଲି ପ୍ରହେଳିକା ।

ବୁଝିନୁ ଯଦି ଏବେ ବୁଝିଯା

ଜୀବନଟା ଗୋଟେ ଖାଲି

ପ୍ରହେଳିକା ।


Rate this content
Log in

Similar oriya poem from Inspirational