Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Fantasy Inspirational

3  

Prasant Kumar Nath

Fantasy Inspirational

ଆଷାଢ଼ ଆସିଲା

ଆଷାଢ଼ ଆସିଲା

6 mins
6.7K


ଆଷାଢ଼ ଆସିଲା ମେଘ ବରଷିଲା

ନଈରେ ଭରିଲା ପାଣି

ନାଳ ନରଦମା ପୁରିଗଲା ସବୁ

ଗାଇଲା ବେଙ୍ଗୁଲୀ ରାଣୀ ।

ଚାଷୀ ଭାଇ ମନ ହୋଇଲା ଉଚ୍ଛନ୍ନ

ବିହନ ମାରିଲା ଗଜା

ମୁଢ଼ି ଓ ନଡିଆ ଖାଇବାକୁ ଏବେ

ଲାଗିଲାଣି ଭାରି ମଜା ।

ସବୁଜ ଦିଶିଲା ବାଡି ଓ ବଗିଚା

ହସିଲା ଧରଣୀ ରାଣୀ

ଜଗା ବାହାରିଲା ମାଉସୀ ଘରକୁ

ଧରିଣ ଭାଇ ଭଉଣୀ ।

ଛତା ଓ ପାଖିଆ ଲୋଡ଼ା ପଡ଼ିଲାଣି

ଆଷାଢ଼ ଆସିଲା ପରେ

ଭାରି ମଜା ଲାଗେ ଟିପି ଟିପି ମେଘ

ଆକାଶରୁ ଯେବେ ଝରେ ।

ପ୍ରଶାନ୍ତ କୁମାର ନାଥ ସୁନ୍ଦରପୁର,ଉତ୍ତରକୂଳ ହାଟ, ପ୍ରୀତିପୁର,ଯାଜପୁର । ମୋ-08892301143


Rate this content
Log in

Similar oriya poem from Fantasy