Audio

Forum

Read

Contests

Language


Write

Sign in
Wohoo!,
Dear user,
ଆଷାଢ଼ ଆସିଲା
ଆଷାଢ଼ ଆସିଲା
★★★★★

© Prasant Kumar Nath

Fantasy Inspirational

6 Minutes   6.7K    4


Content Ranking

ଆଷାଢ଼ ଆସିଲା ମେଘ ବରଷିଲା

ନଈରେ ଭରିଲା ପାଣି

ନାଳ ନରଦମା ପୁରିଗଲା ସବୁ

ଗାଇଲା ବେଙ୍ଗୁଲୀ ରାଣୀ ।

ଚାଷୀ ଭାଇ ମନ ହୋଇଲା ଉଚ୍ଛନ୍ନ

ବିହନ ମାରିଲା ଗଜା

ମୁଢ଼ି ଓ ନଡିଆ ଖାଇବାକୁ ଏବେ

ଲାଗିଲାଣି ଭାରି ମଜା ।

ସବୁଜ ଦିଶିଲା ବାଡି ଓ ବଗିଚା

ହସିଲା ଧରଣୀ ରାଣୀ

ଜଗା ବାହାରିଲା ମାଉସୀ ଘରକୁ

ଧରିଣ ଭାଇ ଭଉଣୀ ।

ଛତା ଓ ପାଖିଆ ଲୋଡ଼ା ପଡ଼ିଲାଣି

ଆଷାଢ଼ ଆସିଲା ପରେ

ଭାରି ମଜା ଲାଗେ ଟିପି ଟିପି ମେଘ

ଆକାଶରୁ ଯେବେ ଝରେ ।

ପ୍ରଶାନ୍ତ କୁମାର ନାଥ ସୁନ୍ଦରପୁର,ଉତ୍ତରକୂଳ ହାଟ, ପ୍ରୀତିପୁର,ଯାଜପୁର । ମୋ-08892301143

ଆଷାଢ଼ ଧରଣୀ ରାଣୀ ମନ ହୋଇଲା ଉଚ୍ଛନ୍ନ

Rate the content


Originality
Flow
Language
Cover design

Comments

Post


Some text some message..