Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Others

2  

Pramila Sahoo

Others

ଭିନ୍ନ ଦୁନିଆ

ଭିନ୍ନ ଦୁନିଆ

1 min
6.7K


ସତରେ ଏ ଦୁନିଆରେ
ଭରି ରହିଛି ଅନେକ ଦୁଃଖ
କାହାପାଇଁ ଏଠି ଜହ୍ନ ରାତି ଫୁଣି
ଆଉ କହାର ଅମାବାସ୍ୟାର ତିଥି
ଜନ୍ମହବା ପରଠୁ ଖାଲି ଦୁଃଖ ଏଠି
ଏମାନଙ୍କପାଇଁ ନାହିଁ କି ଟିକେ ସୁଖ
କାହାର ଏଠି ରାଜ ଉଆସତ
ଆଉ କାହାର ନାହିଁ ଘରଦ୍ୱାର
ମନୁଷ୍ୟ ଜାତି ପରା ସମାନ
ସମସ୍ତ ଭାଗ୍ୟ ନାହିଁ କାହିଁକି ସୁଖ
ଏଠି କାହା ଜୀବନ ସୂର୍ଯ୍ୟ ଆଲୋକ
ଆଉ କାହା ଜୀବନ ଅନ୍ଧକାର
ଏସବୁ ଦେଖି ହୃଦୟ କାନ୍ଦୁଛି ପ୍ରତିମୂର୍ତ୍ତି
ଇଚ୍ଛା ନାହିଁ ରହିବାକୁ ଏ ଜଗତେ....
ପ୍ରମିଳା ସାହୁ


Rate this content
Log in