Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Dixit

Abstract Fantasy

2  

Tapan Dixit

Abstract Fantasy

କହିଦେ ତୁ

କହିଦେ ତୁ

1 min
1.2K


କହିଦେ ତୁ

ତୋ ସୀମନ୍ତ 

ସିନ୍ଦୁରର ରାଣେ,

ମୁଁ ତୋହର କେହି ନୁହେଁ 

ତୋ ହୃଦୟ କୋଣେ,

ଫେରିଯିବି .....ଆସିବିନି

ତୋ ଚଲାପଥରେ

ଏ ଛାତିଟା ଫାଟିଗଲେ 

ଫାଟିଯାଉ ପଛେ

ସରି ସରି ବିରହର

ଅକୁହା ବ୍ୟଥାରେ.... ।।

ତପନ ଦୀକ୍ଷିତ(ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ


Rate this content
Log in