ଅନୁଚିନ୍ତା
ଅନୁଚିନ୍ତା
କେମିତି କଟିବ
ଏ ମୋର ଜୀବନ
ଏତେ ନିଷ୍ଠୁରତା,
ଏତେ ପ୍ରବଞ୍ଚନା,
ଏଡ଼େ ପ୍ରତାରଣା ଆଗେ !
ଚାରିଆଡ଼େ ଖାଲି
ମିଛ ଓ ଛଳନା
ସ୍ବାର୍ଥ ଓ ଲାଞ୍ଛନା
ହେଉନି ସମ୍ଭବ
ବଞ୍ଚିବାର ପାଇଁ
ମିଛର ମଣିଷ ସଙ୍ଗେ।
କେମିତି କଟିବ
ଏ ମୋର ଜୀବନ
ଏତେ ନିଷ୍ଠୁରତା,
ଏତେ ପ୍ରବଞ୍ଚନା,
ଏଡ଼େ ପ୍ରତାରଣା ଆଗେ !
ଚାରିଆଡ଼େ ଖାଲି
ମିଛ ଓ ଛଳନା
ସ୍ବାର୍ଥ ଓ ଲାଞ୍ଛନା
ହେଉନି ସମ୍ଭବ
ବଞ୍ଚିବାର ପାଇଁ
ମିଛର ମଣିଷ ସଙ୍ଗେ।