ଶସ୍ତା କବିତା - 15
ଶସ୍ତା କବିତା - 15
1 min
1.3K
ଚାଲାକ ହେଲେଣି ପାନ ଦୋକାନିଆ
ଖବର କାଗଜ ରଖି
କେତେ ରାଜନୀତି କରୁଥାଅ ପଢି
ଚାହା ପାନ ଚାଖି ଚାଖି
ପ୍ରମୋଦ କୁମାର ଜେନା ©