Audio

Forum

Read

Contests

Language


Write

Sign in
Wohoo!,
Dear user,
ଆ' ଆକାଶ
ଆ' ଆକାଶ
★★★★★

© Narmada Sahu

Others Romance

1 Minutes   6.9K    8


Content Ranking

ଆ’ ଏକାଠି ଭୋଗିବା

ଆଜି ରାତି,,,,

ଜୀବନରୁ ଜୀବନ ଯାଏ,,,,

ମୁଁ ମନପବନ ଘୋଡାରେ

ତୁ ବାଦଲର ପେଟଭର୍ତ୍ତି

କଳା ମେଘ ନିଆରେ,,,,,,

ତୋ ଛାତି ନୀଳ ନୀଳ

ମାପିବାର ପ୍ରୟାସରେ

ମୁଁ ଅନେକ ବାର ହୀନସ୍ତା,,,,

ଇଡିହେଇପଡେ ଇନ୍ଦ୍ରଧନୁ ପରି

ତମାତ୍ ନିରବତା,,,,,

ଦିଗ୍ ବଳୟ ସେପାଖେ

ଶୂନ୍ୟତା ସମ୍ରାଟ

ଏ ପାଖେ ଆବୋରିଛ ତମେ,,,,

ସତ କୁହ,,,

ଏମିତି ଛକା ପଞ୍ଝା

କିଣା ବିକାରେ

ପ୍ରେମ କି ସମ୍ଭବ???

ମହମର ଅଧା ଗଢା

ଦେଉଳରେ,,,,,,,

ରଜ ପରା ଆସିଲାନି

ନା’,,,,,କୁ ନାଇ କର,,,,

ଆସ ଇଡି ହେଇ ପଡିବା

ତମାତ୍ ସ୍ୟାହି

ପ୍ରେମର,,,,,

ଆକାଶେ ବର୍ଷା ପରି,,,,,

*ନର୍ମଦା ସାହୁ*

ରାତି ଜୀବନ ଶୂନ୍ୟତା

Rate the content


Originality
Flow
Language
Cover design

Comments

Post


Some text some message..