Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narmada Sahu

Others Romance

3  

Narmada Sahu

Others Romance

ଆ' ଆକାଶ

ଆ' ଆକାଶ

1 min
7K


ଆ’ ଏକାଠି ଭୋଗିବା

ଆଜି ରାତି,,,,

ଜୀବନରୁ ଜୀବନ ଯାଏ,,,,

ମୁଁ ମନପବନ ଘୋଡାରେ

ତୁ ବାଦଲର ପେଟଭର୍ତ୍ତି

କଳା ମେଘ ନିଆରେ,,,,,,

ତୋ ଛାତି ନୀଳ ନୀଳ

ମାପିବାର ପ୍ରୟାସରେ

ମୁଁ ଅନେକ ବାର ହୀନସ୍ତା,,,,

ଇଡିହେଇପଡେ ଇନ୍ଦ୍ରଧନୁ ପରି

ତମାତ୍ ନିରବତା,,,,,

ଦିଗ୍ ବଳୟ ସେପାଖେ

ଶୂନ୍ୟତା ସମ୍ରାଟ

ଏ ପାଖେ ଆବୋରିଛ ତମେ,,,,

ସତ କୁହ,,,

ଏମିତି ଛକା ପଞ୍ଝା

କିଣା ବିକାରେ

ପ୍ରେମ କି ସମ୍ଭବ???

ମହମର ଅଧା ଗଢା

ଦେଉଳରେ,,,,,,,

ରଜ ପରା ଆସିଲାନି

ନା’,,,,,କୁ ନାଇ କର,,,,

ଆସ ଇଡି ହେଇ ପଡିବା

ତମାତ୍ ସ୍ୟାହି

ପ୍ରେମର,,,,,

ଆକାଶେ ବର୍ଷା ପରି,,,,,

*ନର୍ମଦା ସାହୁ*


Rate this content
Log in