Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା- ୧୫୫
ଜୀବନ ଗୀତା- ୧୫୫
★★★★★

© Geeta Sarangi

Others

1 Minutes   13.4K    6


Content Ranking

ଜୀବନ ଗୀତା- ୧୫୫
 
ଜୀବନ ସନ୍ଧ୍ୟାର ପୁଞ୍ଜି
ଏକା ଭଗବତ ଜ୍ଞାନ
ବହୁଜନ୍ମ ପରେ ମିଳେ
ଆଧ୍ୟାତ୍ମିକର ଜୀବନ ॥୦॥
 
ଆଧ୍ୟାତ୍ମିକ ପଥ ଅତି ଗଭୀର
ସହଜ ନୁହେଁ ସେ ଅତି କଠୋର
ସାଧନାରେ ମିଳେ ସିଦ୍ଧି
ଉଦେ ହୁଏ ଜ୍ଞାନବୁଦ୍ଧି
ଅନନ୍ତ ଅସୀମ ବ୍ୟାପ୍ତ
ସ୍ୱୟଂ ପ୍ରଭୁ ଭଗବାନ ॥୧॥
 
ଇଶ୍ୱରୀୟ ସତ୍ତା ଅନୁଭବରେ
ଏକ ହୁଏ ଜୀବ ପରମାତ୍ମାରେ
ପୃଥିବୀର କଲ୍ୟାଣ ପାଇଁ
ନିଷ୍କାମ କର୍ମ କରେ ସେହି
ସାଧାରଣ ମାନବକୁ
କରେ ଦିବ୍ୟଜ୍ଞାନ ଦାନ ॥୨॥

ଜୀବନ ଗୀତା

Rate the content


Originality
Flow
Language
Cover design

Comments

Post


Some text some message..