Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୧୫୫

ଜୀବନ ଗୀତା- ୧୫୫

1 min
13.4K


ଜୀବନ ଗୀତା- ୧୫୫
 
ଜୀବନ ସନ୍ଧ୍ୟାର ପୁଞ୍ଜି
ଏକା ଭଗବତ ଜ୍ଞାନ
ବହୁଜନ୍ମ ପରେ ମିଳେ
ଆଧ୍ୟାତ୍ମିକର ଜୀବନ ॥୦॥
 
ଆଧ୍ୟାତ୍ମିକ ପଥ ଅତି ଗଭୀର
ସହଜ ନୁହେଁ ସେ ଅତି କଠୋର
ସାଧନାରେ ମିଳେ ସିଦ୍ଧି
ଉଦେ ହୁଏ ଜ୍ଞାନବୁଦ୍ଧି
ଅନନ୍ତ ଅସୀମ ବ୍ୟାପ୍ତ
ସ୍ୱୟଂ ପ୍ରଭୁ ଭଗବାନ ॥୧॥
 
ଇଶ୍ୱରୀୟ ସତ୍ତା ଅନୁଭବରେ
ଏକ ହୁଏ ଜୀବ ପରମାତ୍ମାରେ
ପୃଥିବୀର କଲ୍ୟାଣ ପାଇଁ
ନିଷ୍କାମ କର୍ମ କରେ ସେହି
ସାଧାରଣ ମାନବକୁ
କରେ ଦିବ୍ୟଜ୍ଞାନ ଦାନ ॥୨॥


Rate this content
Log in