Audio

Forum

Read

Contests

Language


Write

Sign in
Wohoo!,
Dear user,
ସଂଳାପ-୩୧,ବର୍ଷାରେ-ମାଟି ଓ ଦିଗହରା ପ୍ରାଣ।
ସଂଳାପ-୩୧,ବର୍ଷାରେ-ମାଟି ଓ ଦିଗହରା ପ୍ରାଣ।
★★★★★

© Ram Prasad Bisoi

Others

1 Minutes   6.6K    2


Content Ranking

ବର୍ଷାରେ-ମାଟି ଓ ଦିଗହରା ପ୍ରାଣ।
 
ଛାତ ଉପରେ 
ଆଷାଢ଼ ପୂର୍ଣ୍ଣିମାର ମେଘ ଚାଦର ଢଙ୍କା ଜହ୍ନ ,
ମନ ତଳେ 
ଢଙ୍କା ହୋଇ ପଡିଛି ଆବେଗ --!
ଏଇ କିଛିଦିନ ହେଲା ତାକୁ କେହି ଚୋରି କରିନେଲା 
ନତୁବା 
ତା ସ୍ୱଇଚ୍ଛାରେ ନିଜେ ସେ ହଜିଗଲା
ସ୍ୱାର୍ଥାନ୍ଧଙ୍କ ଭିଡ଼ରେ
ଯଦି,
ଆପଣଙ୍କୁ ଦେଖା ମିଳେ କହିଦେବେ
ଆଷାଢ଼ର ସବୁଜିମାକୁ ବର୍ଷାରେ ଭିଜି ଖୋଜୁଛି ତାକୁ କବିଙ୍କ-
ଦିଗହରା ପ୍ରାଣ
ଆସନ୍ନ ନିଠର ଶ୍ରାବଣର ଝଡ଼ 
ପରେ
ମାଟିର ମିଠା ଗନ୍ଧରେ-------!!!
 
©® କାଶ୍ୟପ,ରାୟଗଡା

ସଂଳାପ-୩୧

Rate the content


Originality
Flow
Language
Cover design

Comments

Post


Some text some message..