Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ରାମ ହିଁ ଜୀବନ

ରାମ ହିଁ ଜୀବନ

1 min
398



ରାମ ହିଁ ଜୀବନ  ରାମ ସୁମର୍ଯ୍ୟାଦା

    ରାମ ଜୟ ରାମ ଶକ୍ତି

ରାମ ମହାନାମେ  ବରଷେ ଅମୃତ

    ରାମ ନାମେ ସୁଧା ଅଛି ।

ଜୟ ଜଗନ୍ନାଥ  ଶ୍ରୀ ପୁରୁଷୋତ୍ତମ

    ବାମନ ମଧୁସୂଦନ

ଶ୍ରୀରାମ ଶ୍ରୀକୃଷ୍ଣ ବୁଦ୍ଧ ଦାରୁବ୍ରହ୍ମ

    ଜୟ ପ୍ରଭୁ କଳ୍କୀରାମ ।

ଦୁର୍ବାଦଳ ଶ୍ୟାମ  ଭଗବାନ ରାମ

    ରୋମେ ରୋମେ ବାସ ରାମ

ଯୁଗେ ଯୁଗେ ପ୍ରଭୁ ନିଅ ଅବତାର

    ଦୁଷ୍ଟ ଙ୍କୁ କର ଦଳନ ।

ରାମ ମହାମନ୍ତ୍ରେ ଓଁକାରେ ଜୀବନ

   ଉଦେ ହୁଏ ଚନ୍ଦ୍ର ସୂର୍ଯ୍ୟ

କରୁଣାନିଦାନ  ନୟନାଭିରାମ

   ରାମ ରାଜୀବ ଲୋଚନ ।

ରାମ ଦରବାରେ ଅଖଣ୍ଡ ଆରତି

   ଜଳୁଅଛି ସଦା ଜଳୁ

ଶତ ବାଧାବିଘ୍ନ ରୋଗ ଦୁଃଖକଷ୍ଟେ

  ଜୀଇବାର ରାହା ମିଳୁ ।


Rate this content
Log in

Similar oriya poem from Classics