Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

4.5  

Dipti lekha Mishra

Others

ପ୍ରଜାପତିଦେବ

ପ୍ରଜାପତିଦେବ

1 min
70




ପ୍ରଜାପତି ଦେବ ତୁମେ ଏ କଣକଲ

ବନ୍ଧନରେ ମୋତେ ବାନ୍ଧିଣ

ତୁମ ତାଲିକାରେ ହିତାଧିକାରୀ କଲ

ଛଟପଟ କରି ମାରିଣ ଦେଲ ॥


ହଁ ,ତୁମେ ତ ବିବାହ କରାଇପାର

ଅଟ କି ସୁଖଶାନ୍ତିର ଭଣ୍ଡାର

ଯେ,ମୁଁ ତୁମ ସହ ଲାଗିବି ଯୁକ୍ତି

ତଥାପି ପ୍ରାର୍ଥନା କର ମୋତେ ମୁକ୍ତି ॥


ତୁମ ଦେବଲୋକରେ କଣ ଏମିତି ହୁଏ

ଛାଡପତ୍ର,ନାରୀ ନିର୍ଯ୍ୟାତନା,ବ୍ୟଭିଚାର ?

ତା ହେଲେ ମହିରେ କାହିଁକି ହୁଏ

ସାମାନ୍ଯ ରକ୍ତମାଂସ ଗଢା ନାରୀଙ୍କ ପାଇଁ ॥


ଦିପ୍ତୀଲେଖା ମିଶ୍ର


Rate this content
Log in