Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Inspirational

2  

Padmalaya Mishra

Inspirational

ଧନ ମୋର

ଧନ ମୋର

1 min
6.9K


ଧନ ମୋର

ତତେ ନେଇ ଅନେକ ସ୍ୱପ୍ନ ଦେଖିଚି ଏ ଆଖି

ଅନେକ ଆଶା ପୁଣି କଅଳିଚି

ମୋର ହୃଦୟ ଭୂଇଁରେ

ଏଇତ ଜୀବନ ଫେରିଲା ମୋ ଭିତରେ

ତତେ ପାଇ କୋଳରେ ।


ନିଦାଘ ଫଟା ମାଟିରେ

ତୁ ପହିଲି ବର୍ଷାର ଛିଟା

ସୁପ୍ତ ଆକାଂକ୍ଷା ମୁଣ୍ଡ ଟେକିଚି

ତୋ ଭିତରେ ମୁଁ

ପୁଣି ଥରେ ନିଜକୁ ପାଇବାକୁ ଚାହିଁଚି

ମୁଁ ପୁଣି ଥରେ ଜୀଇବାକୁ ଚାହୁଁଛି ।।



ପଦ୍ମାଳୟା


Rate this content
Log in

Similar oriya poem from Inspirational