Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LAXMAN KUMAR BEHERA (ଯତି)

Romance

2  

LAXMAN KUMAR BEHERA (ଯତି)

Romance

ଅନୁଭବୀର ଅନୁଭବ

ଅନୁଭବୀର ଅନୁଭବ

1 min
6.4K


ବୋଧେ ତୁମେ କୁହୁକ ମନ୍ତ୍ର ଶିଖିଛ

ସେଇଥି ପାଇଁ

କାନ କହୁଛି-

ଆଉ ଥରେ ଶୁଣିବାକୁ

ତୁମ ପ୍ରୀତି ଭିଜା ଓଠରୁ

ଉଷୁମ୍ ମିଶା କଥା •••

ମନ କହୁଛି-

ଭିଜିବାକୁ ତୁମ ସାଥେ

ବାହୁ ଯୁଗଳରେ ଛନ୍ଦା ଛନ୍ଦି ହୋଇ

ଏକା ଏକା ନିଛାଟିଆ

ଶ୍ରାବଣର ଅଧରାତିରେ •••

ଆଖି କହୁଛି-

ତୁମ ସଜ ମୁଖ

ମନ ଭରି ଦେଖିବାକୁ •••

ଆଉ

ଓଠ କହୁଛି-

ତୁମ ମନ ପ୍ରାଣ

ରୂପ କାନ୍ତି - ଯୌବନକୁ

ଚୁମିବାକୁ •••

ହେଲେ;

ଆଜି ମୁଁ ନିଷ୍କ୍ରିୟ, ନିଃସ୍ବ, ଯାଯାବର

ଖାଲି ମୋ ପାଖରେ

ତୁମେ ନାହଁ ବୋଲି •••

ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

କବି କୁଟୀର

ଦଣ୍ଡାସିଂହା,ବାରକୋଟ

ଦେବଗଡ (ଓଡିଶା)

ମୋ- 09668242720


Rate this content
Log in

Similar oriya poem from Romance