ତଥାପି କାହିଁକି...
ତଥାପି କାହିଁକି...
ସ୍ବାଧୀନତା ମୋର
ବ୍ୟକ୍ତିଗତ ଅଧିକାର
ସ୍ବେଚ୍ଛାଚାରିତା ନୁହେଁ।
ତଥାପି କାହିଁକି
ଜଣା ଅବା ଅଜଣାରେ
ସ୍ବେଚ୍ଛାଚାରୀ ମୁଁ ହୁଏ।
ଆନର ଉନ୍ନତି
ଦେଖି ଶୁଣି ମନ ମୋର
ରୁକ୍ଷ୍ୟତାରେ ଭରିଯାଏ।
ଆପଣା କୁକର୍ମ
ଯେତେ ବଡ଼ ହେଉ ପଛେ
ପବନେ ମିଳେଇ ଯାଏ।
ସ୍ବାଧୀନତା ମୋର
ବ୍ୟକ୍ତିଗତ ଅଧିକାର
ସ୍ବେଚ୍ଛାଚାରିତା ନୁହେଁ।
ତଥାପି କାହିଁକି
ଜଣା ଅବା ଅଜଣାରେ
ସ୍ବେଚ୍ଛାଚାରୀ ମୁଁ ହୁଏ।
ଆନର ଉନ୍ନତି
ଦେଖି ଶୁଣି ମନ ମୋର
ରୁକ୍ଷ୍ୟତାରେ ଭରିଯାଏ।
ଆପଣା କୁକର୍ମ
ଯେତେ ବଡ଼ ହେଉ ପଛେ
ପବନେ ମିଳେଇ ଯାଏ।