Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jayanta Janapriya Mahakur

Others Abstract

5.0  

Jayanta Janapriya Mahakur

Others Abstract

ହାରି ଯା ନାହିଁ

ହାରି ଯା ନାହିଁ

1 min
367


ଯେବେ ଯେବେ ତୁ ଭାଙ୍ଗିଯାଉ

    ସମାଧାନର ବାଟ ନପାଉ।।

ନିରାଶାର ବାଦଲରେ ଢାଙ୍କିଯିବୁ ଯେବେ

    ଦୁଃଖର ପାହାଡ଼ ତଳେ ହଜିଯିବୁ ଯେବେ।।

ହାରି ଯା ନାହିଁ ହାରି ଯା ନାହିଁ

    ତୋ ପରି ଆଉ ନୁହେଁ କେହି।।

ସମସ୍ୟା ର ହଜାରେ ପ୍ରଶ୍ନ ରେ

    ଦୁଃଖର ନାନା ପରିସ୍ଥିତିରେ ।।

ହାରି ଯା ନାହିଁ ହାରି ଯା ନାହିଁ

    ତୋ ପରି ଆଉ ନୁହେଁ କେହି।।

ହ ନା କେବେ ପରିସ୍ଥିତିର ଦାସ

     ସବୁ ଶତ୍ରୁକୁ କର ତୁ ବିନାଶ।।

ସଂଘର୍ଷ ହିଁ ଅଟେ ଜୀବନ

     ତୁ ହିଁ ଅଟୁ ଭଗବାନଙ୍କ ଦାନ।।

ଅଳ୍ପ ନୁହେଁ ତୋର ସଂକଳ୍ପ

     ଅବା ନାହିଁ ତା'ର କୌଣସି ବିକଳ୍ପ।।



Rate this content
Log in