Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ୟତମା

ୟତମା

1 min
7.1K


ଶ୍ରୀମତୀ ଜ୍ୟୋତ୍ସ୍ନା ପୃଷ୍ଟି ,ୟୁନିଟ-୮,ସୌଭାଗ୍ୟନଗର ,ଭୁବନେଶ୍ବର)

*******


ୟତମା 💕 🌹

😊🌹💕(୧୩୨୯)🌹💕😊

ତୁମ ପାଇଁ ମୁଁ ଲେଖିଲି ଗୀତ ,

ତୁମରି ଛାୟା ହୋଇଛି ମିତ ।

ତୁମ ହୃଦୟ ବୀଣା ସଙ୍ଗୀତ ,

ଶୁଣାଏ ସତେ ମଧୁ ଅମୃତ ।।(୧)

🍂🍃🍂🍃

ତୁମ ନୟନ ପୁଲକ ଭରି ,

ଶିଳ୍ପୀତୋରଣୁ ଦିଏ ଉକେରି ।

ଜଗାଏ ପରା ସପ୍ନଆବୋରି ,

କୁହୁକ ଭରା ସମ୍ମୋହ ତରୀ ।।(୨)

💦🍃🍂💦

ନୀଳବଉଦ ଆକାଶ କୋଳେ ,

ବିଜୁଳି ଜେହେଁ ହୃଦୟେ ଖେଳେ ।

ହସ ଲହରୀ ଭାବନେ ଢଳେ ,

ଖୁସି ଡାଳରୁ ଖୁସିକୁ ତୋଳେ ।।(୩)

💦🍂🍃💦

ପ୍ରୀତିପୁଷ୍ପ ର ନିଟୋଳ ବୃନ୍ତେ ,

ପ୍ରଣୟ ଲିପି ସୁଧୀରେ ଫୁଟି ।

ମନ ମଲ୍ଲିକା ସ୍ଵଅବିଶ୍ରାନ୍ତେ ,

ମହକ ବୁଣି ଯିବ ଚହଟି ।।(୪)

💦👸💦

ଆବେଗ ଘୋଳି ଆକାଶ ଜହ୍ନ ,

ଛୁଆଁଇ ଦେବ ତାରା ଗଣକୁ ।

ମିଠାମିଠା ରେ ପରଶ ଗୁନ୍ଥି,

ଚାହାଣୀ ଠାର ନେବ ତନକୁ ।।(୫)

🌹😊🌹

ଋତୁରେ ଝରା ନିର୍ଝରା ସାଜି ,

ରଙ୍ଗ ରାଇଜେ ଯିବା ତ ଝରି ।

ଚିତ୍ରକଳା ର ଚିତ୍ରଣେ ମଜ୍ଜି ,

ଲେଖନୀ ଭାଵ କାରଣେ ଜରି ।।(୬)

*******

(


Rate this content
Log in