Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୪

ଜୀବନ ଗୀତା-୨୪

1 min
6.5K


ଜୀବନ ଗୀତା
 
 
ଜୀବନରେ ଜୀବନ
ଏ କେଉଁ ସୁଖର ଡାକ
ଶୁଣିଲି ମୁଁ ଜୀବନଟା ଯାକ
ଛାତି ତଳେ ନୀରବରେ
ଚାପିଦେଇ ଯେତେସବୁ ଶୋକ ॥୦॥
 
ଦୀର୍ଘଶ୍ୱାସର କୁଣ୍ଡଳୀ ତଳୁ
ଉଙ୍କି ମାରେ କିବା ଭାଗ୍ୟରବି
ଅସହାୟ ମନ ମୋର ପୁଣି
ସୁଖ ସପନରେ ଯାଏ ଡୁବି
ଏ କେଉଁ ଭାଗ୍ୟର ଡାକ
ଭକତିରେ ନମିଳଇ ଭିକ ॥୧॥
 
ଅନୁଭୂତିର ଉଦାସ ଖିଅ
ନୟନରେ ଭରେ ଲୁହ ଯେତେ
ପ୍ରତିରୋଧ କରିବାର ଶକ୍ତି
ପାଇଯାଏ ମନରେ ମୁଁ ସେତେ
ଏ କେଉଁ ଶକ୍ତିର ଡାକ
ରଖିବାକୁ ହୁଏ ସଦା ଟେକ ॥୨॥


Rate this content
Log in