Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜୀବନ ଗୀତା-୨୪
ଜୀବନ ଗୀତା-୨୪
★★★★★

© Geeta Sarangi

Others

1 Minutes   6.5K    0


Content Ranking

ଜୀବନ ଗୀତା
 
 
ଜୀବନରେ ଜୀବନ
ଏ କେଉଁ ସୁଖର ଡାକ
ଶୁଣିଲି ମୁଁ ଜୀବନଟା ଯାକ
ଛାତି ତଳେ ନୀରବରେ
ଚାପିଦେଇ ଯେତେସବୁ ଶୋକ ॥୦॥
 
ଦୀର୍ଘଶ୍ୱାସର କୁଣ୍ଡଳୀ ତଳୁ
ଉଙ୍କି ମାରେ କିବା ଭାଗ୍ୟରବି
ଅସହାୟ ମନ ମୋର ପୁଣି
ସୁଖ ସପନରେ ଯାଏ ଡୁବି
ଏ କେଉଁ ଭାଗ୍ୟର ଡାକ
ଭକତିରେ ନମିଳଇ ଭିକ ॥୧॥
 
ଅନୁଭୂତିର ଉଦାସ ଖିଅ
ନୟନରେ ଭରେ ଲୁହ ଯେତେ
ପ୍ରତିରୋଧ କରିବାର ଶକ୍ତି
ପାଇଯାଏ ମନରେ ମୁଁ ସେତେ
ଏ କେଉଁ ଶକ୍ତିର ଡାକ
ରଖିବାକୁ ହୁଏ ସଦା ଟେକ ॥୨॥

#lyric#based on life#odia

Rate the content


Originality
Flow
Language
Cover design

Comments

Post

Some text some message..