Audio

Forum

Read

Contests

Language


Write

Sign in
Wohoo!,
Dear user,
ଅହଂ...!!!
ଅହଂ...!!!
★★★★★

© Prasanta Bhunya

Inspirational

1 Minutes   6.6K    7


Content Ranking

 ତୋ ଦେହର ଅଗନାଅଗନୀ ବନସ୍ତରେ

ଲୋଚାକୋଚା ହୋଇ ଝରି ପଡ଼ିଥିବା

ଶରତର ପତ୍ରଟିଏ ;

ନିର୍ବାଣ ପାଇବା ପୂର୍ବ ମୂହୁର୍ତ୍ତରେ

କାମନା ବାସନାର ନିଆଁରେ ଜଳୁଥିବା

ମାୟାଗ୍ରସ୍ତ ଆତ୍ମାଟିଏ |

- ପ୍ରଭୂ

ଅହଂ ଶରତ ନିର୍ବାଣ

Rate the content


Originality
Flow
Language
Cover design

Comments

Post


Some text some message..