ଅହଂ...!!!
ଅହଂ...!!!
ତୋ ଦେହର ଅଗନାଅଗନୀ ବନସ୍ତରେ
ଲୋଚାକୋଚା ହୋଇ ଝରି ପଡ଼ିଥିବା
ଶରତର ପତ୍ରଟିଏ ;
ନିର୍ବାଣ ପାଇବା ପୂର୍ବ ମୂହୁର୍ତ୍ତରେ
କାମନା ବାସନାର ନିଆଁରେ ଜଳୁଥିବା
ମାୟାଗ୍ରସ୍ତ ଆତ୍ମାଟିଏ |
- ପ୍ରଭୂ
ତୋ ଦେହର ଅଗନାଅଗନୀ ବନସ୍ତରେ
ଲୋଚାକୋଚା ହୋଇ ଝରି ପଡ଼ିଥିବା
ଶରତର ପତ୍ରଟିଏ ;
ନିର୍ବାଣ ପାଇବା ପୂର୍ବ ମୂହୁର୍ତ୍ତରେ
କାମନା ବାସନାର ନିଆଁରେ ଜଳୁଥିବା
ମାୟାଗ୍ରସ୍ତ ଆତ୍ମାଟିଏ |
- ପ୍ରଭୂ