Audio

Forum

Read

Contests

Language


Write

Sign in
Wohoo!,
Dear user,
ଏ ରଙ୍ଗ
ଏ ରଙ୍ଗ
★★★★★

© Disambar Meher

Inspirational

1 Minutes   6.6K    10


Content Ranking

ଏ ରଙ୍ଗ ଯେବେ

ଛାତିରେ ରଚିଲା

ହୃଦୟ ମୋର

ଫଗୁ ରଙ୍ଗରେ ନାଚିଲା

ଆଖି ସାଙ୍ଗେ ଆଖି

ଦେଲ ଯେବେ ମିଶେଇ

ଏ ମନକୁ ମୋର

ପ୍ରେମରଙ୍ଗରେ ଦେଲ ଭସେଇ

ଏ କେମିତିକା ରଙ୍ଗ

ହୃଦେ ଦେଲ ଢାଳି

ତୁମ ବିନା ଏ ମନ

ଝୁରୁଛି ଖାଲି ।



ଡିସମ୍ବର ମେହେର

ଗଣ୍ଡାବାହାଲି ନୂଆପଡା

ଏ ରଙ୍ଗ ପ୍ରେମ ହୃଦୟ

Rate the content


Originality
Flow
Language
Cover design

Comments

Post


Some text some message..