ଏ ରଙ୍ଗ
ଏ ରଙ୍ଗ
1 min
6.7K
ଏ ରଙ୍ଗ ଯେବେ
ଛାତିରେ ରଚିଲା
ହୃଦୟ ମୋର
ଫଗୁ ରଙ୍ଗରେ ନାଚିଲା
ଆଖି ସାଙ୍ଗେ ଆଖି
ଦେଲ ଯେବେ ମିଶେଇ
ଏ ମନକୁ ମୋର
ପ୍ରେମରଙ୍ଗରେ ଦେଲ ଭସେଇ
ଏ କେମିତିକା ରଙ୍ଗ
ହୃଦେ ଦେଲ ଢାଳି
ତୁମ ବିନା ଏ ମନ
ଝୁରୁଛି ଖାଲି ।
ଡିସମ୍ବର ମେହେର
ଗଣ୍ଡାବାହାଲି ନୂଆପଡା