Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Romance

2.0  

Dambarudhar Bag

Romance

ତୋ ହୃଦୟରେ ମୁଁ

ତୋ ହୃଦୟରେ ମୁଁ

1 min
308



କାହିଁ କେତେ ଦିନୁ ତୋ ହୃଦୟରେ ଲେଖା ଅଛି ମୋ ନାଁ

                ପଢିବାକୁ ଚେଷ୍ଟା କର ।

ଜାଣିଯିବ ତୁମେ ଅଳପ ଦିନରେ କିଏ ସତେ ତୁମ ସାଥୀ

                  କିଏ ସୁଖର ସଂସାର ।

ଜଳି ମୁଁ ସାରିଛି ତୋ ପ୍ରେମର ନିଆଁରେ ଜଳୁଛି ଆଜି ଯାଏ

                 ଥରେ ଦେଖି ନିଅ ସାଥୀ।

ବୁଝିଯିବ ତୁମେ ସବୁ କଥା ମୋର ନ ରହିବ ମନେ କିଛି

                  ଅଛି କି ସେ ପରିସ୍ଥିତି ।

ଜାଣିଛି ଜୀବନ ସୁଖ ଦୁଃଖ ସାଥେ ସଦା ହୋଇଥାଏ ଛନ୍ଦି

                   ଦୁଃଖ ଯେ ମୋହର ସାଥୀ ।

ତୁମେ ଆସିଗଲେ ଜୀବନୁ ମୋହର ଅପସରି ଯିବ ଦୁଃଖ

                   ସୁଖ ହେବ ମୋର ସାଥୀ।



Rate this content
Log in

Similar oriya poem from Romance