Audio

Forum

Read

Contests

Language


Write

Sign in
Wohoo!,
Dear user,
ଆଶ୍ଚର୍ଯ୍ୟ
ଆଶ୍ଚର୍ଯ୍ୟ
★★★★★

© ASWINI DASH

Others

1 Minutes   6.8K    13


Content Ranking

ସବୁ ଦିନ ପରି ଆଜି

କିଛି କରିବାକୁ ହେବ,

କାହାକୁ ବି ସାମ୍ନା କରିହେବ ହଠାତ୍ ,

ନୂଆ ବର୍ଷ କିଛି ପରିବର୍ତ୍ତନ

ନେଇ ଆସିପାରେ !

ଆକାଶ କାଲି ପରି ନୀଳ

ପତ୍ରର ରଂଗ ସବୁଜ

ଆଜି କ'ଣ ଘଟିପାରେ

କାହାକୁ ବି ଜଣା ନାହିଁ ।

ତଥାପି ଆଗକୁ ବଢନ୍ତି ସେମାନେ

ଅଜାଣତେ ନାଚି, ଗୀତ ଗାଇ

ମତୁଆଲା ହେଇ,

ଆଜି ଯେମିତି କେହି

ମରିବାକୁ ନାହିଁ,

କୁଆ କୁଆ କାନ୍ଦିବାର ନାହିଁ ।

ନୂଆ ବର୍ଷ ଆକାଶ ପତ୍ର

Rate the content


Originality
Flow
Language
Cover design

Comments

Post


Some text some message..