Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Romance

3  

Raja Sekhar CH V

Romance

ଅସୀମ ଅନୁରାଗ

ଅସୀମ ଅନୁରାଗ

1 min
206


ଜୀବନର ଅଛି ଭିନ୍ନ ବିଭିନ୍ନ ଭାଗ,

ଯୌବନ ଯାହାର ରଙ୍ଗୀନ ଭାଗ,

ଅନ୍ତର୍ଭାବ ଯେ ଅସୀମ ଅନୁରାଗ,

ଯିଏ କେବେ ଦିଏନି ଯେ ବିରାଗ |୧|


ରୂପରେଖା ତୁମର ବହୁ ଲାବଣ୍ୟ,

ଦେଖି ଆସିଲା ମୋତେ ତାରୁଣ୍ୟ,

ତୁମ ପ୍ରତି ବଢ଼ିଲା ଯେ ସୌହାର୍ଦ୍ଦ୍ୟ,

ମୁଁ ଯେ ତୁମ ପ୍ରେମ ପାଇଁ ଯୋଗ୍ୟ |୨|


ଅସୀମ ଅନୁରାଗ ର କରୁଛି ଅଭିବ୍ୟକ୍ତି,

ଅବିଳମ୍ୱେ ସ୍ଵୀକାର କର ମୋ ଅନୁରକ୍ତି,

ତୁମ ପ୍ରତି ଆଜୀବନ ରହିବ ମୋ ଆସକ୍ତି,

ପାଇବାକୁ ଚାହୁଁନି ଏହି ପୀଡ଼ନରୁ ବିମୁକ୍ତି|୩|


Rate this content
Log in

Similar oriya poem from Romance