Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

2  

Hrushikesh Satpathy

Others

ବସୁଧା

ବସୁଧା

1 min
1.3K


ଅବ୍ୟକ୍ତ ଲୁହରେ ରୁଦ୍ଧଶ୍ଵାସ ଧରିତ୍ରୀ

ମଣିଷର ସଙ୍କୀର୍ଣ୍ଣତା

କରେ ତାକୁ ଜରଜିର୍ଣ୍ଣ,

ଅର୍ଦ୍ଧଅଚେତନ,

ତଥାପି....... ନିିିିବୃୃୃତ ନୁହେଁ

ମଣିଷର ଆଲିଙ୍ଗନ ପାଇଁ

ମଣିଷର ସସ୍ଥାପନ ପାଇଁ।

ପୁୁୁଣ୍ୟପ୍ରାପ୍ତି କାମ୍ୟ

ସର୍ବଦା ସର୍ବଂସହା ।

ଧନ୍ୟଲୋ ବସୁଧା !

ସହନଶୀଳତାର ଉର୍ଦ୍ଧରେ।

ମୁଁ ଛାର ମାନବ

ବୁୁଝି କି ପାରିବିି 

ତୋ ସେ ନିର୍ବାକ ବେଦନା ...


Rate this content
Log in