Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Mallick

Others

5.0  

Dharitri Mallick

Others

ବିଷର ଜ୍ବଳନ

ବିଷର ଜ୍ବଳନ

1 min
6.9K


ଭୋଳା ବାବା ଶିବ କରିଲେ ବିଷ ପାନ ,

ସମଗ୍ର ସଂସାର କଲ୍ୟାଣ ପାଇଁ ,

ସେଥିପାଇଁ ତାଙ୍କୁ କରାଯାଏ ଜଳାଭିଷେକ.

ମୁଣ୍ଡ ଥଣ୍ଡା ରଖିବା ପାଇଁ !!

ବିଷ ର ଜ୍ବଳନ ର ପ୍ରଭାବ କମାଇବା ପାଇଁ ,

ମୁଁ ବି ପିଇଛି ହଳାହଳ ବିଷ ,

ପରିବାରର କ୍ଷତି ନ ହେବା ପାଇଁ !!

ହେଲେ ସେ ଗରଳ ବିଷରେ ଆଜି ମୁଁ କ୍ଷତାକ୍ତ,

ମୋର ଜଳାଭିଷେକ ନ କରି ପାରିଲେ କେହି ?

ସମସ୍ତଙ୍କ ମଙ୍ଗଳ ପାଇଁ ପିଇଲି ଯେଉଁ ବିଷ ¡¡

ସେହି ପରିବାରରେ ନାହିଁ ଆଜି ମୋର ସ୍ଥାନ.

ବିଷ ର ବିଷାକ୍ତ ଜ୍ବଳନ ରେ ମୁଁ ପାଗଳ ପ୍ରାୟ l




(© ଧରିତ୍ରୀ )


Rate this content
Log in