Audio

Forum

Read

Contests

Language


Write

Sign in
Wohoo!,
Dear user,
ମମତା ବନ୍ଧନ
ମମତା ବନ୍ଧନ
★★★★★

© Chittaranjan Lenka

Inspirational

1 Minutes   6.8K    1


Content Ranking

ନିଜ ଗୃହ ମଧ୍ୟେ     ମମତା ବନ୍ଧନ

ଯଦି ଦୃଢ ରଖିଥିବ,

ବାହ୍ୟ ଶତୃ ଯେତେ   କ୍ଷତି ଚିନ୍ତା କରୁ

ସର୍ବଦା ବିଫଳ ହେବ


ନିଜ ବୋକାମିରୁ     ଘର ଭାଙ୍ଗିଯାଏ

କେବେ ଏହା ନ ଭୁଲିବ,

ଦେବା ନେବା ପାଇଁ  ମମତା ଟିକିଏ

କେବେ ଉଣା ନ କରିବ

ଚିତ୍ତ ରଞ୍ଜନ ଲେଙ୍କା (କଟକ)©

ଗୃହ ମମତା ଶତୃ ବିଫଳ

Rate the content


Originality
Flow
Language
Cover design

Comments

Post


Some text some message..