ମମତା ବନ୍ଧନ
ମମତା ବନ୍ଧନ
ନିଜ ଗୃହ ମଧ୍ୟେ ମମତା ବନ୍ଧନ
ଯଦି ଦୃଢ ରଖିଥିବ,
ବାହ୍ୟ ଶତୃ ଯେତେ କ୍ଷତି ଚିନ୍ତା କରୁ
ସର୍ବଦା ବିଫଳ ହେବ
ନିଜ ବୋକାମିରୁ ଘର ଭାଙ୍ଗିଯାଏ
କେବେ ଏହା ନ ଭୁଲିବ,
ଦେବା ନେବା ପାଇଁ ମମତା ଟିକିଏ
କେବେ ଉଣା ନ କରିବ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©
ନିଜ ଗୃହ ମଧ୍ୟେ ମମତା ବନ୍ଧନ
ଯଦି ଦୃଢ ରଖିଥିବ,
ବାହ୍ୟ ଶତୃ ଯେତେ କ୍ଷତି ଚିନ୍ତା କରୁ
ସର୍ବଦା ବିଫଳ ହେବ
ନିଜ ବୋକାମିରୁ ଘର ଭାଙ୍ଗିଯାଏ
କେବେ ଏହା ନ ଭୁଲିବ,
ଦେବା ନେବା ପାଇଁ ମମତା ଟିକିଏ
କେବେ ଉଣା ନ କରିବ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©