Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Others

2  

Disambar Meher

Others

ଜୀବନ୍ ଡଙ୍ଗା

ଜୀବନ୍ ଡଙ୍ଗା

1 min
6.3K


ଜୀବନ୍ ଡଙ୍ଗାନୁ ମକେ

ପାରି କରିଦେରେ କାଲିଆ

କେନ୍ ନ ଅଛୁ ତୁଇ

ଆ ଚାଲିଆ..ଆ ଚାଲିଆ ।

ଦୁଖ୍ ଜନଜାଲେ ଘାଁଟି

ହେଉଛେ କେତେ କଲବଲ୍

ହିଁସ୍ ଅହଁକାରକେ ଦେଖି

ଛାତି କରୁଛେ ଚଲଚଲ୍ ।

ଗୋଡ୍ ହାତେ ନାଇନା ଦମ୍

ବଲ୍ ସକତ୍ ଗଲାନ୍ ସରି

ଦିହିନେ ନାଇଁନା ମଉଁସ୍

ହାଡ୍ ହେଇ ଯାଉଛେ ବାରି ।

ନାଇଁ ପାରୁଛେ ଚାଲି

ଅଁଟା ହେଇଛେ ବଁକା

ଚାରି କୁଦି ନାଇଁ ଦିସବାର୍

ସବୁନେ ହେଇଛେ ଛେକା ।

ମରିମରି ବଚୁଛେ ମୁଇଁ

ଟାନିନେରେ କାଲିଆ

କେନ୍ ନେ ଅଛୁ ତୁଇ

ଆ ଚାଲିଆ ....ଆ ଚାଲିଆ ।

ଡିସେମ୍ୱର ମେହେର

ନୂଆପଡା


Rate this content
Log in