Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Abstract Others

3  

Pramila Sahoo

Abstract Others

ସମୟ

ସମୟ

1 min
6.6K


ସମୟ ବହୁ ମୂଲ୍ୟବାନ

ସବୁବେଳେ ନିଜ ପଥଗାମୀ

କେବେ ସେ ପଛକୁ ଫେରି ଚାହେଁ ନାହିଁ

ଯେମିତି ଗଛରୁ ପତ୍ର ଗଲେ ଝଡି

ସେମିତି ପରା ଏଇ ଜୀବନ

ଥରେ ଗଲେ ଚାଲି ଆଉ ସେ ଫେରେ ନାହିଁ

କାହା ବିଶ୍ୱାସ ସହ ନ ଖେଳ

ଜୀବନ ତ ଦୁଇ ଦିନର

ଏବେ ବୟସ ଅଛି କରିଯାଉଚ ଅନ୍ୟାୟ

ପରେ ଭାବିଲେ ନଥିବ ଆଉ ସମୟ

ଅନୁତାପ ନିଆଁରେ ଜଳୁଥିବ ପ୍ରତିଦିନ

ଏବେ ଠାରୁ ନିଜକୁ ସଜାଡି ନିଅ

ପରିଣତ ବୟସ ଜୀବନ ହେବ ସୁଖମୟ......


Rate this content
Log in