ମନ ପାରା
ମନ ପାରା
ଆରେ ମନ ପାରା ମୋ ପ୍ରିୟା ପାଶକୁ
ଉଡି ତ ଯାଉଛୁ ନିତି
ହେଲେ ତା ଖବର ଦିନେ ହେଲେ ମୋତେ
କହିପାରୁନୁ କେମିତି???
ମୋ ପାଇଁ ପାଗଳି ହେଉଥିଲା ଦିନେ
ଝୁରୁଥିଲା ଖାଲି ମୋତେ
ମୁଁ ଆଜି ପାଗଳ ତାକୁ ଝୁରୁଅଛି
ସେ କି ଭୁଲିଗଲା ମୋତେ???
ଚିତ୍ତ ରଞ୍ଜନ ଲେଙ୍କା (କଟକ)©
ଆରେ ମନ ପାରା ମୋ ପ୍ରିୟା ପାଶକୁ
ଉଡି ତ ଯାଉଛୁ ନିତି
ହେଲେ ତା ଖବର ଦିନେ ହେଲେ ମୋତେ
କହିପାରୁନୁ କେମିତି???
ମୋ ପାଇଁ ପାଗଳି ହେଉଥିଲା ଦିନେ
ଝୁରୁଥିଲା ଖାଲି ମୋତେ
ମୁଁ ଆଜି ପାଗଳ ତାକୁ ଝୁରୁଅଛି
ସେ କି ଭୁଲିଗଲା ମୋତେ???
ଚିତ୍ତ ରଞ୍ଜନ ଲେଙ୍କା (କଟକ)©