ଅନ୍ତର ବେଦନା
ଅନ୍ତର ବେଦନା
କବିତାରେ ନୁହେଁ ସତରେ ମୁଁ ନିଜେ
ନିଜକୁ ଯାଇଛି ଭୁଲି
ଖାଇବା ପିଇବା ଶୋଇବା ହସିବା
କେବେଠୁ ଗଲିଣି ଭୁଲି
ହେଲେ ମୁଁ କାହିଁକି ଗୋଟିଏ ମୁହୂର୍ତ୍ତ
ତୋତେ ଭୁଲି ପାରୁ ନାହିଁ
ବାରମ୍ବାର ପ୍ରଶ୍ନ ପଚାରେ ନିଜକୁ
ପ୍ରଶ୍ନଟେ ଯାଇଛି ହୋଇ
ଚିତ୍ତ ରଞ୍ଜନ ଲେଙ୍କା (କଟକ)
କବିତାରେ ନୁହେଁ ସତରେ ମୁଁ ନିଜେ
ନିଜକୁ ଯାଇଛି ଭୁଲି
ଖାଇବା ପିଇବା ଶୋଇବା ହସିବା
କେବେଠୁ ଗଲିଣି ଭୁଲି
ହେଲେ ମୁଁ କାହିଁକି ଗୋଟିଏ ମୁହୂର୍ତ୍ତ
ତୋତେ ଭୁଲି ପାରୁ ନାହିଁ
ବାରମ୍ବାର ପ୍ରଶ୍ନ ପଚାରେ ନିଜକୁ
ପ୍ରଶ୍ନଟେ ଯାଇଛି ହୋଇ
ଚିତ୍ତ ରଞ୍ଜନ ଲେଙ୍କା (କଟକ)