Audio

Forum

Read

Contests

Language


Write

Sign in
Wohoo!,
Dear user,
ତମେ ଆଉ ମୁଁ-1
ତମେ ଆଉ ମୁଁ-1
★★★★★

© Sarada Parida

Others

1 Minutes   1.4K    6


Content Ranking

ପୁରା ସହରଟା

ରାତିଟାରେ

ଶୋଇଯିବା ପରେ

କେହିଜଣେ

ଅତୀତର ସମାଧୀରୁ

ସ୍ମୃତି ନେଇ ଫେରେ

ଯେତେବାର ବାରିଲି ମୁଁ

ଆସିବାର ପାଇଁ

ବାର ବାର ଆସୁଥିଲା

ସ୍ଵପ୍ନଟିଏ ହୋଇ । 

ସହର ସ୍ମୃତି ସ୍ଵପ୍ନ

Rate the content


Originality
Flow
Language
Cover design

Comments

Post


Some text some message..